ଲାଇନମେନ- କାହିଁ ଗଲେ ଗା ଇ ଘରେ କିଏ ଅଛ କେ
ଶ୍ୟାମ - କାଏ ହେଲା ବୋ କଣ ବଲୁଛ ଜେ
କହ
ଲାଇନମେନ-ଆମେ ଲାଇନ ବିଲ ମାଗି ଆସିଛୁ
ଶ୍ୟାମ - ଭିକ ମାଗି ଆସିଛ ହଏ ବୋ ପହେଲ ମାନ
ଏଣ୍ଟ ହେଇଛୁ ଆରୁ ଭିକ କାଏକାଜି ମାଗୁଛୁ
କାମ କବାର କାଲେ ନାଇ ହେତା କେ
ଲାଇନ ମେନ-ଏ ପିଣ୍ଟୁ କହ ଇଟାକେ ଯେ ଆମେ ବିଲ
ମାଗି ଆସିଛୁ
ପିଣ୍ଟୁ - ଆମେ ବିଲ ମାଗି ଆସିଛୁ ଭିକ ନାଇ ମାଗ
ବାର
ଶ୍ୟାମ - ହଏ ବୋ ସକାଳୁ କେତେ ଭିକ ଭିଲ ହଉଛୁ
ଥେବ ଘରେ ବାଶି ପଖାଳ ଅଛେ କେ ଦେଖି
ଦଉଛେ ଘରକେ ସମଲା
ସୁନ୍ଦର - ସାର ଆମର ନିକେ ଆସ ଦେଖିଦିଅ ବିଲ
କେତେହାଇଛେ
ଲାଇନମେନ-ତମର ନାଁ
ସୁନ୍ଦର - ମର ନାଁ ସୁନ୍ଦର
ଲାଇନମେନ-ତମର ଟା 5300 ଟଙ୍କା ହେଇଛେ
ସୁନ୍ଦର - 300 ଟଙ୍କା ଦେଲା
ଲାଇନମେନ-ଇଟା କାନା ଦଉଛ 5300 ଅଛେପରେ
ସୁନ୍ଦର - ହଁ 300 ଟଙ୍କା ଦଉଛେ 5000 ଟଙ୍କା ପଛେ
ବନ୍ଦମି
ଲାଇନମେନ-ନଇଁ ହିପରେ ମାକ୍ସଇମମ 3000 ଟଙ୍କା
ବାନ୍ଧ
ସୁନ୍ଦର - ଦେଖେନ ଆଗିଆ ମୁଇ ତ ବାନ୍ଧୁଛେ ଶ୍ୟାମ
ତ ତମକେ ଭିକାରି କହିଦେଲା ଦେଖ
ରସିତ କାଟି ଦିଅ ନଇଁ ହେଲେ ପଇସା
ଫେରେଇଦିଅ
ଲାଇନମେନ-ରସିତ ନଇଁ ରେ ପୂଓ ଲାଇନ କାଟି ଦଉଛେ
ଜା ଅନ୍ଧାରେ ରହିବୁ ଯା ଲାଇନମେନ ଆରୁ
ଗୁଟେଘରକେ ଗଲା
ଚିନ୍ତୁ। - କିଏ ଅଛକେ
ପପୁ - କାନା ହେଲା ବୋ ଡାକୁଛ କହ
ଲାଇନମେନ-ତମର ଘରେ କଇଁ ଗଲେ ଆମେ ଲାଇନ
ବିଲ କଲେକ୍ସନ କରି ଆସିଛୁ
ପପୁ - ହଁ ଆମର ବିଲ କେତେ ହେଇଛେ କହ
ଲାଇନମେନ-ତମର ଆକାଉଣ୍ଟ କାର ନାଁ ନେ ଅଛେ କହ
ପପୁ - ଆକାଉଣ୍ଟ ବଇଲେ ପସବୁକ କେ
ଲାଇନମେନ-ନାଇସେ ଲାଇନ ବିଲ ଜାର ନା ନେ ଆଇସି
ତାର ନା କହ
ପପୁ - ଆମ ବାପା ନାଁ ନେ ଅଛେ
ଲାଇନମେନ-ହଁ ତର ବାପାର ନାଁ ତ କହ
ପପୁ - ଖୁଜ ଆଗିଆ
ଲାଇନମେନ-କହି ଲେତ ଖୁଜମି
ପପୁ - କହିନିଜେ ଖୁଜ ବଳିକାରୀ

Shoo funny
ReplyDeleteBeautiful jokes
ReplyDelete