ଲାଇନମେନ- କାହିଁ ଗଲେ ଗା ଇ ଘରେ କିଏ ଅଛ କେ ଶ୍ୟାମ - କାଏ ହେଲା ବୋ କଣ ବଲୁଛ ଜେ କହ ଲାଇନମେନ-ଆମେ ଲାଇନ ବିଲ ମାଗି ଆସିଛୁ ଶ୍ୟାମ - ଭିକ ମାଗି ଆସିଛ ହଏ ବୋ ପହେଲ ମାନ ଏଣ୍ଟ ହେଇଛୁ ଆରୁ ଭିକ କାଏକାଜି ମାଗୁଛୁ କାମ କବାର କାଲେ ନାଇ ହେତା କେ ଲାଇନ ମେନ-ଏ ପିଣ୍ଟୁ କହ ଇଟାକେ ଯେ ଆମେ ବିଲ ମାଗି ଆସିଛୁ ପିଣ୍ଟୁ - ଆମେ ବିଲ ମାଗି ଆସିଛୁ ଭିକ ନାଇ ମାଗ ବାର ଶ୍ୟାମ - ହଏ ବୋ ସକାଳୁ କେତେ ଭିକ ଭିଲ ହଉଛୁ ଥେବ ଘରେ ବାଶି ପଖାଳ ଅଛେ କେ ଦେଖି ଦଉଛେ ଘରକେ ସମଲା ସୁନ୍ଦର - ...